ShwTube EG
_ayesha_86

_ayesha_86

@_ayesha_86
42,800 مشترك 468 فيديو 21,788,154 مشاهدة

ନମସ୍କାର ବନ୍ଧୁଗଣ, 🙏 ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ @_ayesha_86 କୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଯଦି ଆପଣ ଭକ୍ତିମୂଳକ ଏବଂ ସୁନ୍ଦର AI ଭିଡିଓ ଦେଖିବାକୁ ଭଲ ପାଆନ୍ତି, ତେବେ ଆପଣ ଠିକ୍ ଜାଗାକୁ ଆସିଛନ୍ତି। ଏହି ଚ୍ୟାନେଲରେ ଆପଣମାନଙ୍କୁ ମିଳିବ: ✨ AI Generated Devotional Shorts (ଜଗନ୍ନାଥ, ମହାଦେବ ଏବଂ ଅନ୍ୟାନ୍ୟ) 🎬 Short Videos & Status ❤️ Motivation & Creative Content ଆମର ଏହି ୪୨,୭୦୦+ ସଦସ୍ୟଙ୍କ ପରିବାରର ଅଂଶ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଯଦି ଆପଣ ଏପର୍ଯ୍ୟନ୍ତ ସବ୍‌ସ୍କ୍ରାଇବ୍ କରିନାହାନ୍ତି, ତେବେ ଏବେ ହଁ SUBSCRIBE କରନ୍ତୁ ଏବଂ ଆମ ସହିତ ଯୋଡ଼ି ହୁଅନ୍ତୁ। Keep Supporting, Keep Growing! ✨ ଜୟ ଜଗନ୍ନାଥ 🙏🙏 ଜୟ ମା ତାରିଣୀ 🌺🙏🙏

فيديوهات القناة

جارٍ تحميل المزيد...
تم تحميل كل فيديوهات القناة.